କମିଶନରେଟ ପୋଲିସ ହାତରେ ବୋଲେରୋ ଚୋରି ଗ୍ୟାଙ୍ଗ, ୬ ଲୁଟେରା ଗିରଫ
ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ବୋଲେରୋ ଚୋରି ଗ୍ୟାଙ୍ଗ । ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିଲା ବୋଲେରୋ ଗାଡ଼ି ।
କିଛି ଦିନ ଧରି ରାଜଧାନୀରେ ମାତିଥିଲେ ବୋଲେରୋ ଲୁଟେରା ଗ୍ୟାଙ୍ଗ । ଦୁଇଟି ଜାଗାରୁ…