Below header

ବାଲେଶ୍ୱର ଶିଳ୍ପାଞ୍ଚଳ ପୋଲିସ୍ ଦ୍ବାରା ଗିରଫ ହେଲେ ୩ଅନ୍ତଃରାଜ୍ୟ ପିକ୍‌ଅପ୍‌ ଭେନ୍‌ ଲୁଟେରା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ପୋଲିସ ୩ଜଣ ଅନ୍ତଃରାଜ୍ୟ ପିକ୍‌ଅପ୍‌ ଭେନ୍‌ ଲୁଟେରାଙ୍କୁ ଗିରଫ କରିବା ସହ ୪ଟି ପିକଅପ୍‌ ଭେନ୍‌ ଜବତ କରିଛି । ଅଭିଯୁକ୍ତ ମାନେ ରେମୁଣା ଓ ମୟୂରଭଞ୍ଜ ଅଞ୍ଚଳର ହୋଇଥିବା ଜଣାପଡିଛି । ସମସ୍ତ ଗାଡି ବାଲେଶ୍ୱର ଜିଲ୍ଲାରୁ ମୟୂରଭଞ୍ଜର କାଠ ମାଫିଆଙ୍କୁ ବିକ୍ରୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.