ତାଳଚେର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ଦୁଇ ଲୁଟେରାଙ୍କୁ ଗିରଫ କଲା ପୋଲିସ୍, ଜଣେ ଏବେ ବି ଫେରାର
ତାଳଚେର: ତାଳଚେର ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ଦୁଇ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଗତ ଡିସେମ୍ବର ଠାରୁ ଚଳିତ ମାସ ୨ତାରିଖ ପର୍ଯ୍ୟନ୍ତ ତାଳଚେରର ବହୁ ସ୍ଥାନରୁ ବନ୍ଧୁକ ମୁନରେ ଲୁଟ ହୋଇଥିଲା । ଲୁଟେରା ମାନଙ୍କୁ ଧରିବା ପାଇଁ ବହୁ ଟିମ୍ ଗଠନ କରାଯାଇଥିଲା । ସମ୍ପୃକ୍ତ…