ଜଟଣୀ ପୋଲିସ ହାତରେ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗ୍ୟାଙ୍ଗ

ଖୋର୍ଦ୍ଧା (କେନ୍ୟୁଜ୍) : ଜଟଣୀ ପୋଲିସ ହାତରେ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗ୍ୟାଙ୍ଗ। ଭୁବନେଶ୍ୱର- ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥର ପିତାପଲ୍ଲୀ ନିକଟରୁ ୪ ହାଇୱେ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ, ବହୁ ମାରଣାସ୍ତ୍ର ଓ ନଗଦ ଟଙ୍କା ଜବତ କରିଛି ପୋଲିସ। ଏମାନେ ଜାତୀୟ ରାଜପଥରେ ମାରଣାସ୍ତ୍ର ଦେଖାଇ ଲୁଟପାଟ କରୁଥିଲେ । ଲୁଟ ନେଇ ଏମାନଙ୍କୁ ଅଧିକ ପଚରାଉଚୁରା କରୁଛି ପୋଲିସ।

Leave A Reply

Your email address will not be published.