ମୋବାଇଲ ଝାମ୍ପି ନେଉଥିବା ବେଳେ ମାଡି ବସିଲା ପୋଲିସ: ୩ କୁଖ୍ୟାତ ଲୁଟେରା ଗିରଫ

ଭୁବନେଶ୍ବର(କେନ୍ୟୁଜ୍):  ନୟାପଲ୍ଲୀ ପୋଲିସ ହାତରେ ୩ କୁଖ୍ୟାତ ଲୁଟେରା। ୩ ଜଣ ଲୁଟେରାଙ୍କୁ ନୟାପଲ୍ଲୀ ଆଇଡି ମାର୍କେଟ ପାଖରୁ ଗିରଫ କରିଛି ପୋଲିସ । ଏମାନଙ୍କ ନାମରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା ।

ଗତକାଲି ଜଣେ ଯୁବକଙ୍କ ଠାରୁ ମୋବାଇଲ ଛଡାଇ ନେଇ ପଳାଉ ଥିବା ବେଳେ ମାଡି ବସିଥିଲା ପୋଲିସ । ସେମାନଙ୍କ ନିକଟରୁ ମୋବାଇଲ, ବାଇକ ଜବତ କରିଛି ପୋଲିସ । ୩ ଜଣ ଲୁଟେରା ନୟାପଲ୍ଲୀ ବେହେରା ସାହିର ବୋଲି ପୋଲିସ ପକ୍ଷରୁ ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.