ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ACSଙ୍କ ପ୍ରେସମିଟ୍

ଭୁବନେଶ୍ବର: ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ACSଙ୍କ ପ୍ରେସମିଟ୍ । କରୋନାର ଦ୍ୱିତୀୟ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଭାଗ ACS ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ।
୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ନେଇ କହିପାରନ୍ତି ସ୍ୱାସ୍ଥ୍ୟ ବିଭାଗ ACS ।