Below header

“ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ବଜେଟ୍ ବରାଦ ବୃଦ୍ଧିକୁ ସ୍ୱାଗତ” ନବୀନ ପଟ୍ଟନାୟକ

କେନ୍ଦ୍ର ବଜେଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ବଜେଟ ମଧ୍ୟମ,ଦୀର୍ଘମିଆଦୀ ଭିଜନ ପରି ପ୍ରକାଶ କରୁଛି । ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ବଜେଟ୍ ବରାଦ ବୃଦ୍ଧିକୁ ସ୍ୱାଗତ କରୁଛି । ତେବେ ମନରେଗା, SC/ST ପାଇଁ ବଜେଟ୍ର ବରାଦ ଚିନ୍ତାଜନକ ବୋଲି ନବୀନ କହିଛନ୍ତି । PM କିଷାନ ଯୋଜନା ଅର୍ଥରାଶି ନେଇ ନବୀନଙ୍କ ମତ ରଖିଛନ୍ତି । କାଳିଆ ଯୋଜନା ଭଳି ‘ଭୂମିହୀନ ଚାଷୀ, ଭାଗଚାଷୀଙ୍କୁ ସାମିଲ କରାଯାଉ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.