Below header

ନୟାଗଡ଼ରେ ପୁଣି ନବଜାତର ମୃତଦେହ ଉଦ୍ଧାର, ପଲିଥିନରେ ବନ୍ଧା ହୋଇ ଭାସୁଥିଲା ପୋଖରୀରେ

ନୟାଗଡ଼: ନୟାଗଡ଼ରେ ପୁଣି ନବଜାତର ମୃତଦେହ ଉଦ୍ଧାର । ଭାପୁର ବ୍ଳକ୍‌ କରବର ଗାଁ ମଝିରେ ଥିବା ଏକ ପୋଖରୀରେ ମୃତଦେହ ପଲିଥିନରେ ବନ୍ଧା ହୋଇ ଭାସୁଥିବା ଦେଖିବାକୁ ମିଳିଛି । ଶିଶୁଟିର ମୃତଦେହକୁ କିଏ ଓ କାହିଁକି ପକାଇଲା ତାହା ଏଯାଏ ଜଣାପଡିନାହିଁ । ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ହେଉଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.