Below header

ଆସନ୍ତା ସୋମବାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର IPS ଅଫିସର ଅଭୟ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ସୋମବାର ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ୧୯୮୬ ବ୍ୟାଚର IPS ଅଫିସର ଅଭୟ । ନଭେମ୍ବର ୨୦ରେ ଘୋଷଣା କରିଥିଲେ ରାଜ୍ୟସରକାର । ଏବେ ସତ୍ୟଜିତ ମହାନ୍ତି ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅଭୟ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ଗତ ଜୁଲାଇ ୫ ତାରିଖରେ ଏହି ପଦବୀରେ ନିଯୁକ୍ତି ମିଳିଥିଲା। ଏହା ଏକ ଆଇପିଏସ୍‌ ସ୍ତରର ଲେଭଲ ୧୬ ପଦବୀ। ଅଭୟଙ୍କୁ ନ୍ୟାସନାଲ ପୋଲିସ ଏକାଡେମୀ ମୁଖ୍ୟ ଭାବେ ଜୁନ ୨୦୨୧ ପର୍ଯ୍ୟନ୍ତ ନିଯୁକ୍ତି ମିଳିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.