Below header

ରାଜ୍ୟକୁ ବଡ ବନ୍ୟା ବିପଦ ନାହିଁ : ଜଏଣ୍ଟ SRC

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟକୁ ବଡ ବନ୍ୟା ବିପଦ ନଥିବା ସୂଚନା ଦେଇଛନ୍ତି ଡେପୁଟି SRC ପ୍ରଭାତ ମହାପାତ୍ର। ଗତ ୨୪ଘଣ୍ଟା ଭିତରେ ବର୍ଷାର ପରିମାଣ କମିଛି। ତେଣୁ ଆଉ ବଡ ବନ୍ୟା ଆଶଙ୍କା ନାହିଁ। ରାଜ୍ୟର ୧୧ଟି ଜିଲ୍ଲାରେ ଆଦୌ ବର୍ଷା ହୋଇନି। କେନ୍ଦ୍ରାପଡ଼ା ଓ ପୁରୀର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି। କେନ୍ଦ୍ରାପଡ଼ାର ୨ଟି ଗାଁରୁ ୧୮ ଲୋକଙ୍କୁ ଉଦ୍ଧାର କରାଯାଇଛି। ପୁରୀରେ ବନ୍ୟା ପାଣି ଘେରରୁ ୮୮ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ସ୍ଥିତି ସୁଧୁରିଥିବା ଡେପୁଟି SRC ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.