Below header

ଆସନ୍ତା ୨୫ରେ ଏନଆରଟିଏସ ପରୀକ୍ଷା, ରାଜ୍ୟର ୩୭୦ ଟି କେନ୍ଦ୍ରରେ ହେବ ପରୀକ୍ଷା

ଆସନ୍ତା ୨୫ ରେ ନ୍ୟାସନାଲ ରୁରାଲ ଟାଲେଣ୍ଟ ସ୍କଲାରସିପ (ଏନଆରଟିଏସ) ପରୀକ୍ଷା। । ରାଜ୍ୟର ୫୭ ହଜାର ୮୫୧ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ଏହି ପରୀକ୍ଷା।

କଟକ (କେନ୍ୟୁଜ): ଆସନ୍ତା ୨୫ ରେ ନ୍ୟାସନାଲ ରୁରାଲ ଟାଲେଣ୍ଟ ସ୍କଲାରସିପ (ଏନଆରଟିଏସ) ପରୀକ୍ଷା। । ରାଜ୍ୟର ୫୭ ହଜାର ୮୫୧ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ଏହି ପରୀକ୍ଷା। ରାଜ୍ ୩୭୦ ଟି କେନ୍ଦ୍ରରେ ହେବ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ପରୀକ୍ଷା। www.bseodisha.ac.in ୱେବସାଇଟରେ ଆଡ଼ମିଟ କାର୍ଡ ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.