Below header

କରୋନା ପାଇଁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଗୃହ ମୁଲତବୀ, ୟେସ୍‌ ବ୍ୟାଙ୍କରେ ଜଗା ଟଙ୍କା ଡିପୋଜିଟ ପ୍ରସଙ୍ଗରେ ଗୃହ କମିଟି ଗଠନ ଉପରେ ବାଜିଲା ମୋହର

ଭୁବନେଶ୍ବର: କରୋନା ପାଇଁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ । ବିଧାନସଭା ବନ୍ଦ କରିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଗୃହରେ ପାରିତ ହୋଇଛି । ଏହା ସହ ୟେସ୍‌ ବ୍ୟାଙ୍କରେ ଜଗା ଟଙ୍କା ଡିପୋଜିଟ ପ୍ରସଙ୍ଗରେ ଗୃହ କମିଟି ଗଠନ ଉପରେ ମୋହର ବାଜିଛି । ଗୃହ କମିଟି ଗଠନ ପାଇଁ ଦାବି କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.