Below header

କେରଳ ବନ୍ୟା ପୀଡ଼ିତାଙ୍କୁ ଓଡ଼ିଶା ଆଇଏଏସ ଅଫିସରଙ୍କ ସହାୟତା

ଭୁବନେଶ୍ବର(କେନ୍ୟୁଜ୍) : କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି ରାଜ୍ୟ ଆଇଏଏସ ଅଫିସର୍ସ ଆସୋସିଏସନ । ରାଜ୍ୟର ସବୁ ଆଇଏଏସ ଅଫିସର ସେମାନଙ୍କ ଗୋଟିଏ ଦିନର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେରଳର ବନ୍ୟା ସହାୟତା କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟିମ କେରଳକୁ ପଠାଇଛନ୍ତି । ଏହି ଦୁର୍ଦ୍ଦଶା ସମୟରେ କେରଳବାସୀଙ୍କ ସହ ସଂଘ ଠିଆ ହୋଇଛି ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.