Below header

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଷ୍ଟାଫ ସିଲେକସନ କମିସନ ଚେୟାରମ୍ୟାନ ଭବାନୀ ଶଙ୍କର ଦାସ

କେନ୍ୟୁଜ୍: ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଷ୍ଟାଫ ସିଲେକସନ କମିସନ ଚେୟାରମ୍ୟାନ ଭବାନୀ ଶଙ୍କର ଦାସ । ରାଜ୍ୟରେ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି । ରାଜ୍ୟ ସରକାର କିଛିଦିନ ତଳେ ରାଜ୍ୟ ସଚିବାଳୟରେ ୫ ଶହ ଏଏସଓ ପଦବୀ ପୂରଣ କରିଥିଲେ । ଏହାସହ ଖୁବଶୀଘ୍ର ବିଭିନ୍ନ ବିଭାଗରେ ଥିବା ଖାଲି ପଦପଦବୀ ପୂରଣ କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.