Below header

ଓଡ଼ିଶା ଭୂ-ସଂସ୍କାର ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବନେଟ୍, ନଜର ପକାନ୍ତୁ କଣ ହୋଇଛି ପରିବର୍ତ୍ତନ

କିସମ ପରିବର୍ତ୍ତନ ଦେୟ ପ୍ରତି ଏକର ଚାଷ ଜମିର ବଜାର ଦରର ଏକ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏହା ଓଡ଼ିଶା ଭୂ-ସଂସ୍କାର ସଂଶୋଧନ ଆଇନ ବିଜ୍ଞପ୍ତି ପ୍ରକାଶ ପରଠାରୁ କାର୍ଯ୍ୟକାରୀ ହେବ।

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଭୂ-ସଂସ୍କାର ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବନେଟ୍ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଷଜମିକୁ କୃଷି ବ୍ୟତୀତ ଯେକୌଣସି ଅଣକୃଷି ଉଦ୍ଦେଶ୍ୟରେ ବ୍ୟବହାର ପାଇଁ କିସମ ପରିବର୍ତ୍ତନକୁ ସରଳୀକରଣ କରାଯାଇଛି ।

କିସମ ପରିବର୍ତ୍ତନ ଦେୟ ପ୍ରତି ଏକର ଚାଷ ଜମିର ବଜାର ଦରର ଏକ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏହା ଓଡ଼ିଶା ଭୂ-ସଂସ୍କାର ସଂଶୋଧନ ଆଇନ ବିଜ୍ଞପ୍ତି ପ୍ରକାଶ ପରଠାରୁ କାର୍ଯ୍ୟକାରୀ ହେବ। ରାଜ୍ୟ କ୍ୟାବିନେଟ୍ ଆଜି ମୋଟ୍ ୧୯ଟି ପ୍ରସ୍ତାବରେ ମୋହର ମାରିଛି । ଏହା ଭିତରେ ରହିଛି ବିଭିନ୍ନ ନଦୀରେ ଆନିକଟ ନିର୍ମାଣ, ଜଳସେଟନ ପ୍ରକଳ୍ପ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.