Below header

ନାସାରେ ଓଡ଼ିଆଙ୍କ କମାଲ: ରୋଭର ଚ୍ୟାଲେଞ୍ଜରେ ଓଡ଼ିଶା ତୃତୀୟ

କଟକ: ନାସାରେ ଓଡ଼ିଆଙ୍କ କମାଲ । ରୋଭର ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛି ଓଡ଼ିଶା । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛି ନାସା । କଟକ ୪୨ ମୌଜାରୁ ଭାଗ ନେଇଥିଲେ ୧୦ ଜଣ ଛାତ୍ର । କଟକ ୪୨ ମୌଜା ଅନୀଲ ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି ଟିମ ରୋଭର ପ୍ରସ୍ତୁତ କରିଛି ।

ଏହି ରୋଭର ଚନ୍ଦ୍ର ପୃଷ୍ଟରେ ଚାଲିବା ସମ୍ଭବ ହୋଇପାରିବ । ଭର୍ଚୁଆଲ ମୋଡ୍‌ରେ ରୋଭର ଚ୍ୟାଲେଞ୍ଜ ହୋଇଥିଲା । ୟୁଏଏସ୍‌ର ଦୁଇଟି ଟିମ୍‌ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.