Below header

କରୋନା ପାଇଁ  ଘୁଞ୍ଚିଲା OJEE,ସେପ୍ଟେମ୍ବର ୯ରୁ ୧୫ ଯାଏଁ ହେବାକୁ ଥିଲା ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  କରୋନା ପାଇଁ  ଘୁଞ୍ଚିଲା OJEE, ଆସନ୍ତା ମାସରେ ହୋଇପାରେ ଅନଲାଇନରେ OJEE ପରୀକ୍ଷା, ସେପ୍ଟେମ୍ବର ୯ରୁ ୧୫ ଯାଏଁ ହେବାକୁ ଥିଲା ପରୀକ୍ଷା।  ଚଳିତ ବର୍ଷ  ପ୍ରଥମ କରି ରାଜ୍ୟ ବାହାରେ ରାଞ୍ଚି,ପାଟନା ଓ କୋଲକାତାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ସେହିପରି ରାଜ୍ୟରେ ୨୧ ଟି କେନ୍ଦ୍ର ହୋଇଥିଲା। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ତାଲିମ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.