Below header

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨୦ରୁ ଅଧିକ ଶ୍ରମିକ ଗୁରୁତର

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ପୁରୀ ମାଳତିପାଟପୁର ଠାରେ ଭାରସାମ୍ୟ ହରାଇ ଓଲଟି ପଡିଛି ପିକ୍‌ଅପ୍ ଭ୍ୟାନ୍‌ । ଯେଉଁଥିରେ ୨୦ରୁ ଅଧିକ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁରୀ (କେନ୍ୟୁଜ): ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ପୁରୀ ମାଳତିପାଟପୁର ଠାରେ ଭାରସାମ୍ୟ ହରାଇ ଓଲଟି ପଡିଛି ପିକ୍‌ଅପ୍ ଭ୍ୟାନ୍‌ । ଯେଉଁଥିରେ ୨୦ରୁ ଅଧିକ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ସତ୍ୟବାଦୀର ଓଡ଼ିଆ ବିଶ୍ୱବିଦ୍ୟାଳୟରେ କାମ କରିବାକୁ ଶ୍ରମିକମାନେ ଆଜି ସକାଳୁ ପିକ୍‌ଅପ୍ ଭ୍ୟାନରେ ଯାଉଥିଲେ। ଦୃତ ବେଗରେ ଥିବା ଗାଡ଼ିଟି ହଠାତ୍ ମଝି ରାସ୍ତାରେ ଗାଡ଼ିଟି ଅଙ୍କା ବଙ୍କା ହୋଇ ଯିବା ସହ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଯାହାଫଳରେ ଗାଡିରେ ଥିବା ୨୦ ଜଣ ଯାତ୍ରୀ ଗୁରୁତର ହୋଇପଡିଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.