Below header

ରାଜଧାନୀରୁ ହାତୀ ଦାନ୍ତ ଜବତ

ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ । ପୋଲିସ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ କନ୍ଧମାଳର ବୋଲି ଜଣାଯାଇଛି । ବାଇକରେ ହାତୀ ଦାନ୍ତ ନେଇ ଯାଉଥିବା ବେଲେ ମୈତ୍ରୀ ବିହାର ପୋଲିସ ଅଭିଯୁକ୍ତଙ୍କୁ ମାଡି ବସିଛି ।

କେନ୍ୟୁଜ୍‌ (ବ୍ୟୁରୋ) : ରାଜଧାନୀରୁ ଜବତ ହେଲା ହାତୀ ଦାନ୍ତ । ପୋଲିସ ଏଥିରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ କନ୍ଧମାଳର ବୋଲି ଜଣାଯାଇଛି । ବାଇକରେ ହାତୀ ଦାନ୍ତ ନେଇ ଯାଉଥିବା ବେଲେ ମୈତ୍ରୀ ବିହାର ପୋଲିସ ଅଭିଯୁକ୍ତଙ୍କୁ ମାଡି ବସିଛି । ସେମାନଙ୍କ ଠାରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ପୂର୍ବରୁ ଜଗି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.