Below header

କିଟରେ ପ୍ରାକ୍ ବଜେଟ୍ ଆଲୋଚନା

କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଫାଇନାନ୍ସ ଏକ୍ସଚେକର୍ ଟିମ୍ କ୍ରାୟା ଓ କୁବେରଙ୍କ ସହଯୋଗରେ ଆସୋସିଏଟ୍ ପ୍ରଫେସର ଶିକ୍ତା ସିଂହଙ୍କ ତତ୍ତ୍ୱାବଧାନରେ 'ବଜେଟ୍ ୨୦୨୪ର ଏକ ଝଲକ' ଶୀର୍ଷକରେ ପ୍ରାକ୍ ବଜେଟ୍ ଆଲୋଚନା ହୋଇଛି ।

ଭୁବନେଶ୍ୱର : କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ଫାଇନାନ୍ସ ଏକ୍ସଚେକର୍ ଟିମ୍ କ୍ରାୟା ଓ କୁବେରଙ୍କ ସହଯୋଗରେ ଆସୋସିଏଟ୍ ପ୍ରଫେସର ଶିକ୍ତା ସିଂହଙ୍କ ତତ୍ତ୍ୱାବଧାନରେ ‘ବଜେଟ୍ ୨୦୨୪ର ଏକ ଝଲକ’ ଶୀର୍ଷକରେ ପ୍ରାକ୍ ବଜେଟ୍ ଆଲୋଚନା ହୋଇଛି ।

ପ୍ରାକ୍ ବଜେଟ୍ ଆଲୋଚନାରେ କେସୋମ୍ ଡିନ୍ ପ୍ରଫେସର ସୁମିତା ମିଶ୍ର ଅଭିଭାଷଣ ଦେଇ ଛାତ୍ରଛାତ୍ରୀଙ୍କୁ ଏଭଳି କାର୍ଯ୍ୟକ୍ରମରେ ଅଧିକ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଏଥିରେ MBA, BBA ଓ BTECH ର ପ୍ରାୟ ୪୦୦ ଛାତ୍ର, ଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ପ୍ରଫେସର ଏସ.ଏନ ମିଶ୍ର, ପ୍ରଫେସର ସତ୍ୟଜିତ ଦ୍ବିବେଦୀ, ପ୍ରଫେସର ଦାମୋଦର ଜେନା, ପ୍ରଫେସର ପ୍ରବୀଣ ମହାନ୍ତି, ପ୍ରଫେସର ସରୋଜ ରାଉତରାୟ ଯୋଗ ଦେଇଥିଲେ । ପ୍ରାକ ବଜେଟ ଆଲୋଚନାରେ ମତାମତ ରଖିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.