Below header

ପୂରା ଦେଶରେ ଜନ୍ମାଷ୍ଟମୀର ମାହୋଲ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ପୂରା ଦେଶର ଜନ୍ମାଷ୍ଟମୀର ମାହୋଲ । ଚଳିତ ବର୍ଷ ଜନ୍ମାଷ୍ଟମୀ ଦୁଇ ଦିନ ପାଳିତ ହେଉଛି । କିଛି ସ୍ଥାନରେ ଜନ୍ମାଷ୍ଟମୀ ପାଳିତ ହୋଇଥିବା ବେଳେ ଆଜି ଆଉ କିଛି ସ୍ଥାନରେ ପାଳିତ ହେଉଛି । ମଥୁରା, ବୃନ୍ଦାବନ, ବାରଣାସୀ ସମେତ ଅନେକ ବଡ଼ ମନ୍ଦିରରେ ଗତକାଲି ରାତିରେ ଜନ୍ମାଷ୍ଟମୀ ପାଳିତ ହୋଇଛି । ଜନ୍ମାଷ୍ଟମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.