Below header

ଏହି ଅଭିନେତ୍ରୀଙ୍କୁ ଡରନ୍ତି ଅମିତାଭ

ଦୀପିକା ଓ ଆଲିୟାଙ୍କ ଭଳି କଳାକାରଙ୍କୁ ଡରନ୍ତି ଅମିତାଭ । ସେମାନଙ୍କ ସହ କାମ କରିବାକୁ ଡରନ୍ତି ବିଗ ବି । ଏକ ରିଅଲିଟି ସୋରେ ଏହାର ଖୁଲାସା କରିଛନ୍ତି ନିଜେ ଅମିତାଭ ବଚ୍ଚନ । ସେ କହିଛନ୍ତି ତାଙ୍କୁ ନୂଆ ପିଢୀର କାମ କରିବାର ଅନ୍ଦାଜ ପସନ୍ଦ ଆସୁଛି । ଦୀପିକା, ଅନୁଷ୍କା ଓ ଆଲିୟାଙ୍କ ଭଳି ପ୍ରତିଭାକୁ ସେ ଡରୁଛନ୍ତି ।

ଲାଗୁଛି ସେମାନେ ମତେ ଆଉ ଅଭିନୟ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ବିଗ ବି । ରଣବୀର , ସୁଶାନ୍ତ ,ବରୁଣ ,ରାଜକୁମାର ରାଓଙ୍କ ବି ତାରିଫ କରିଛନ୍ତି ବିଗ ବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.