Below header

ଖୋର୍ଦ୍ଧା: କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବେଳେ ଘରୋଇ ନର୍ସିଂହୋମ ଉପରେ ଚଢାଉ

ଖୋର୍ଦ୍ଧା(କେନ୍ଯୁଜ୍): ସାରା ରାଜ୍ୟରେ କରୋନା ଭାଇରସ କାୟା ବିସ୍ଥାର କରୁଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଟିମ ଗଠନ କରାଯାଇ ଜଟଣୀ ଓ ଖୋର୍ଦ୍ଧାର ବିଭିନ୍ନ ଘରୋଇ ନର୍ସିଂହୋମ ଉପରେ ଚଢାଉ କରାଯାଇଥିଲା । କୋଭିଡ ୧୯ ର ସରକାରୀ ଗାଉଡଲାଇନ ମୁତାବକ ଚାଲୁଛି ନା ନାହିଁ, ଯେଉଁଭଳି ଆନୁସଙ୍ଗିକ ବ୍ୟବସ୍ଥା କରାଯିବା କଥା ହୋଇଛି କି ନାହିଁ ତାହା ଉପରେ ତନାଘନା କରାଯାଇଥିଲା । ଉଭୟ ସହରରେ ଥିବା ନର୍ସିଂହୋମ ଗୁଡିକ ସରକାରୀ ଗାଉଡଲାଇନକୁ ଉଲ୍ଲଂଘନ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବ୍ୟବସ୍ଥା କରାଯିବା ପାଇଁ ୨ ଦିନର ମହଲତ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.