Below header

ସେପ୍ଟେମ୍ବର ୪ରେ ରେଳବାଇ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ରେଳବାଇ ବୋର୍ଡ଼ର group-c, ଏଏଲପି ଟେକନିସିଆନଙ୍କ ପରୀକ୍ଷା ହେବ । ଏଥିପାଇଁ ଆଡମିଟ୍ କାର୍ଡ଼ ଜାରି କରାଯାଇଛି । indianrailways.gov.in ୱେବସାଇଟରୁ ଆଡମିଟ୍ କାର୍ଡ଼ ଡାଉନ ଲୋଡ୍ କରିହେବ । ସାରା ଦେଶରୁ ପ୍ରାୟ ଦେଢ଼ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.