Below header

ପୁଣି ବର୍ଷାରେ ଭିଜିଲା ଭୁବନେଶ୍ବର, କୋହଲା ପାଗ ଅନୁଭୂତ, କିଛି ସ୍ଥାନରେ ଘୂର୍ଣ୍ଣିଝଡରେ ଉଡ଼ିଲା ଛାତ

ଭୁବନେଶ୍ବର:  ଭୁବନେଶ୍ବରରେ ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆଜି ବର୍ଷା ପ୍ରଭାବ ଭୁବନେଶ୍ବରରେ ବି ଦେଖିବାକୁ ମିଳିଛି । ତେବେ ବର୍ଷା ପରିମାଣ ଆହୁରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡିଶା ଏବଂ ଉକପୂଳ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବ। ୧୦ ଜିଲ୍ଲାକୁ ସ୍ୱଳ୍ପ ବର୍ଷା ସହ ବଜ୍ରପାତ ସତର୍କତା ଜାରି କରାଯାଇଛି।

BATYA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.