Below header

ଗଜପତି: ଅଦ୍ଭୁତ ବାଛୁରୀ ଉଦ୍ଧାର, ଯାହାର ଗୋଟିଏ ଆଖି ଅଛି ନାକ ନାହିଁ 

ମୋହନା (କେନ୍ୟୁଜ୍ ):  ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ରାଙ୍କୁଡା ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମ ନିକଟସ୍ଥ ଖସଡ଼ା ରାମ ନଦୀ କୂଳରୁ ଏକ ବିରଳ ଆକୃତିର ବାଛୁରୀକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ବାଛୁରୀଟିର ନାକ ନଥିବା ବେଳେ ଗୋଟିଏ ଆଖି ରହିଛି । ଏବଂ ଜୀଭ ଲମ୍ବା ଥିବା ଦେଖିବାକୁ ମିଳିଛି ।

ବାଛୁରୀ ନିକଟରେ ତା ମା ଗାଈ ମଧ୍ୟ ନାହିଁ l ଏହି ବାଛୁରୀ ଗ୍ରହଣ ଦୋଷରୁ ଜନ୍ମ ଲାଭ କରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି ।ତେବେ ଏହି ବିରଳ ବାଛୁରୀ କୁ ଦେଖିବାକୁ ଗ୍ରାମରେ ଆଖ ପାଖ ଲୋକଙ୍କ ଭିଡ ରହିଥିବା ବେଳେ ଏହି ଭିଡିଓ ଟି ମୋବାଇଲ କୁ ମୋବାଇଲ ଘୁରୀ ବୁଲୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.