ବାଛୁରୀ ପାଟିରେ ବୋମା ବିସ୍ଫୋରଣ, ଅଭିଯୁକ୍ତ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି
ଆନନ୍ଦପୁର : ବାଛୁରୀ ପାଟିରେ ବୋମା ବିସ୍ଫୋରଣ । ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ବାଛୁରୀ ଗୁରୁତର । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କୋଳିମାଟି ପଞ୍ଚାୟତ ଦରଖୋଳା ଗାଁରେ ଅଘଟଣ ଘଟିଛି । ବାରହା ଶିକାର ପାଇଁ ଖାଦ୍ୟ ଭିତରେ ବୋମା ଖଞ୍ଜିଥିଲେ ଦୁର୍ବୃତ୍ତ । ବାଛୁରୀ ଖାଦ୍ୟ…