Below header

ଢେଙ୍କାନାଳ ଭୁବନ ଥାନା ରେଣନ୍ଦାପାଟଣା ଗାଁରୁ ବିରଳ ପ୍ରଜାତିର ସାପ ଉଦ୍ଧାର, ଲମ୍ବ ୫ଫୁଟରୁ ଅଧିକ

କାମାକ୍ଷାନଗର(କେନ୍ୟୁଜ୍): ଓଡ଼ିଶାରେ ଆଲବିନୋ କୋବ୍ରା । ଢେଙ୍କାନାଳ ଭୁବନ ଥାନା ରେଣନ୍ଦାପାଟଣା ଗାଁରୁ ବିରଳ ପ୍ରଜାତିର ସାପ ଉଦ୍ଧାର । ସାପଟିର ଲମ୍ବ ୫ଫୁଟରୁ ଅଧିକ ହେବ । ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ସାପ ଦେଖିବାକୁ ମିଳିଥିବା କୁହାଯାଉଛି । ଏପରି ବିରଳ ପ୍ରଜାତିର ସାପ ଗୁଡିକ ପ୍ରାୟ ଭାରତର ହିମାଳୟ ପାଦଦେଶରେ ଦେଖିବାକୁ ମିଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.