Below header

ବୌଦ୍ଧ : ପୁରୁଣା କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିରରୁ ଲୁଟ୍‌

ବୌଦ୍ଧ(କେନ୍ୟୁଜ୍) : ବୌଦ୍ଧ ଜିଲ୍ଲା ପୁରୁଣା କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିରରୁ ଲୁଟ୍‌ । ବିଳମ୍ବିତ ରାତିରେ ମନ୍ଦିର ଗେଟ୍‌ ତାଲା ଭାଙ୍ଗି ଦେବୀଙ୍କ ୫ଟି ରୂପା ମୁକୁଟ ଓ ୫ଟି ରୂପା ଛତର ଲୁଟିନେଲେ ଦୁର୍ବୃତ୍ତ । ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ଓଜନ ୨ କେଜିରୁ ଅଧିକ ଥିବା ମନ୍ଦି ପରିଚାଳନା କମିଟି ପକ୍ଷରୁ ସୂଚନା    ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.