Below header

ମାଲକାନଗିରି ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ

ମାଲକାନଗିରି: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ତତ୍ପର ଗଣଶିକ୍ଷାମନ୍ତ୍ରୀ। ମାଲକାନଗିରି ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ଗୋବିନ୍ଦପାଲ୍ଲୀ ବିଜୁ ପଟ୍ଟନାୟକ ଜୁନିଅର କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସୁବିଧା ଓ ଅସୁବିଧା କଥା ପଚାରି ବୁଝିଲେ ମନ୍ତ୍ରୀ। କଲେଜରେ ଆନୁସଙ୍ଗିକ ଭିତ୍ତିଭୂମି ବୃଦ୍ଧି କରାଯିବାକୁ ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ। ଏହାପରେ ସ୍ୱାଭିମାନ ଅଞ୍ଚଳ ବୁଲି ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.