Below header

ପରଲୋକରେ ସଂଗୀତ ନିର୍ଦ୍ଦେଶକ ସଂଜୟ ସାହୁ

ବର୍ଣ୍ଣବୋଧ ଗୀତ ଗୋବିନ୍ଦର ସଂଗୀତଜ୍ଞ ଭାବେ ପରିଚିତ

କଟକ(କେନ୍ୟୁଜ୍): ପରଲୋକରେ ସଂଗୀତ ନିର୍ଦ୍ଦେଶକ ସଂଜୟ ସାହୁ । ଦୀର୍ଘ ଦିନର ଅସୁସ୍ଥତା ପରେ ଗତକାଲି କଟକ ବଡ଼ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବର୍ଣ୍ଣବୋଧ ଗୀତ ଗୋବିନ୍ଦର ସଂଗୀତଜ୍ଞ ଭାବେ ବେସ୍ ପରିଚିତ ଥିଲେ ସଂଜୟ  । ଏଥିସହ ଓଡ଼ିଆ ଚଳଚ୍ଚିତ୍ରରେ ବହୁ ଭଜନର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ । ସଂଜୟଙ୍କ ଦେହାନ୍ତ ଖବର ପୁରା କଳାକାର ମହଲକୁ ସ୍ତବ୍‌ଧ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.