Below header

ବାଇକ୍‌ରେ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ଚଢିଗଲା ଟ୍ରକ୍‌, ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ଭାଇ ଭଉଣୀ

ବଲାଙ୍ଗିର : ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ ଭାଇ ଭଉଣୀ। ବାଇକ୍‌ରେ ଭଉଣୀକୁ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ଚଢିଗଲା ଟ୍ରକ୍‌। ବଲାଙ୍ଗିର ଦେଓଗାଁ-ତୁସୁରା ରାସ୍ତା ମହିପୁର ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରି ବସିରହିଛନ୍ତି। ଫଳରେ ରାସ୍ତା ଉପରେ ଶହ ଶହ ଗାଡି ମୋଟର ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.