Below header

ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ନୂଆପଡ଼ାର ଶାଲିନୀ ସାହୁ ସମ୍ମାନିତ

ନୂଆପଡ଼ା(କେନ୍ୟୁଜ୍): ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି ନୂଆପଡ଼ାର ଶାଲିନୀ ସାହୁ । ସ୍ୱେଚ୍ଛାସେବୀ ସଂଗଠନ ସେଭ ଦି ଚାଇଲଡ ଓ ଅନନ୍ୟା ସଂସ୍ଥା ସହ ମିଳିତଭାବେ ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ଶାଲିନୀ । ଏନେଇ ୟୁଏନଡିପି ପକ୍ଷରୁ କାନାଡା ଠାରେ ଆୟୋଜିତ ଏକ କାଯ୍ୟର୍କ୍ରମରେ ସେ ଭାଗ ନେଇଥିଲେ । ଶାଲିନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏକ କାଯ୍ୟର୍କ୍ରମରେ ସମ୍ବର୍ଦ୍ଧିତ ହୋଇଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ତାଙ୍କୁ ସମ୍ମାନିତ କରିଛନ୍ତି । ଶାଲିନୀ ପଞ୍ଚାୟତ ସ୍ତରରେ ବାଲ୍ୟ ବିବାହ ରୋକିବା ପାଇଁ କାର୍ଯ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.