ପାଖେଇ ଆସୁଛି ରଥଯାତ୍ରା, ଆସନ୍ତାକାଲି ଲାଗି ହେବ ଦଶମୂଳ ମୋଦକ

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ବିଶ୍ୱକର୍ମାମାନେ ୩ ରଥର ନିର୍ମାଣ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି। ଗତକାଲି ରଥରେ ୧୪ ନାହାକା ବୁଲିଛି। ଉପରେ ଦ୍ୱିତୀୟ ଭୂଇଁ ସଂଯୋଗ କରାଯାଇଛି। ତୃତୀୟ ଭୂଇଁ ନିିର୍ମାଣ ଶେଷ ହୋଇଛି। ଏହାପରେ ୧୩ ପରସ୍ତ ପୋଟଳ ଲଗାଯିବ। ସେପଟେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆସନ୍ତାକାଲି ଦଶମୂଳ ମୋଦକ ଲାଗି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.