Below header

୧୫ଟି ଜିଲ୍ଲାରେ ଖୋଲିବ ଷ୍ଟାର୍ଟ ଅପ ସେଣ୍ଟର, ଅଧିକ ନିଯୁକ୍ତି ସୃଷ୍ଟି ନେଇ ନିଆଯାଉଛି ପଦକ୍ଷେପ

ଭୁବନେଶ୍ବର(କେନ୍ୟୁଜ୍) : ଷ୍ଟାର୍ଟ ଅପ ଓଡ଼ିଶା ତ୍ୱରାନ୍ଵିତ ଭାବେ ବଢି ଚାଲିଛି । ରାଜ୍ୟ ସରକାର ଏହାକୁ ଅଧିକ ପ୍ରୋତ୍ସାହନ କରିବା ପାଇଁ ନାନା ପଦକ୍ଷେପ ନେଇଛନ୍ତି । ଖୁବ ଶୀଘ୍ର ୧୫ଟି ଜିଲ୍ଲାରେ ଷ୍ଟାର୍ଟ ଅପ ସେଣ୍ଟର ଖୋଲିବ । ଏନେଇ ଏକ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରମୁଖ ଶତାଧିକ ଷ୍ଟାର୍ଟ ଅପ କଂପାନୀର ସଦସ୍ୟଙ୍କ ସହ ଓ୍ଵାନ ଟୁ ଓ୍ଵାନ ଆଲୋଚନା କରିଥିଲେ । ଷ୍ଟାର୍ଟ ଅପ ମାଧ୍ୟମରେ ଆଗକୁ ବଢିବା ସହ କିପରି ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ସେ ନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଭାଗୀୟ ସଚିବ ।

start up center

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.