ହାତ ଗଣ୍ଠି ପଡ଼ିବା ପୂର୍ବରୁ ବାଲ୍ୟ ବିବାହ ରୋକିଲା ପୋଲିସ, ଖାଲି ହାତରେ ଫେରିଲା ବର
ସଜା ହେଇଛି ମଣ୍ଡପ । ତିଆରି ହୋଇଛି ବିବାହ ବେଦି । ଏପଟେ ବରଯାତ୍ରୀ ସହ ଆସି ବର ବସିଛନ୍ତି କାର ଭିତରେ । ମନ୍ଦିର ଭିତରେ ଜୋରସୋରରେ ଚାଲିଥିଲା ବିବାହ ଆୟୋଜନ । ବାହାଘରର ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ବର କନ୍ୟାଙ୍କ ହାତ ଗଣ୍ଠି ପଡ଼ିବାର ଠିକ୍ ଆଗରୁ ଅଚାନକ…