Below header
Browsing Tag

child marriage

ନାବାଳିକାର ବାହାଘର ବନ୍ଦ କଲା ସିଡବ୍ଲ୍ୟୁସି

ବାସୁଦେବପୁର(କେନ୍ଯୁଜ୍): ବାସୁଦେବପୁର ବ୍ଲକର ନରସିଂହପୁର ପଂଚାୟତ ଜୟପୁର ଗାଁରେ ଏକ ନାବାଳିକାର ବାହାଘର ବନ୍ଦ କଲା ସିଡବ୍ଲ୍ୟୁସି । ସେହି ଗ୍ରାମର ଶମ୍ଭୁନାଥ ସାହୁଙ୍କ ନାବାଳିକା କନ୍ୟା ସହିତ ବ୍ରାହ୍ମଣ ଗାଁର ଏକ ଯୁବକଙ୍କ ସହିତ ବାସୁଦେବପୁର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ବାହାଘର ପାଇଁ…

ନବରଙ୍ଗପୁରରେ ଗୋଟିଏ ଦିନରେ ଅଟକିଲା ୭ଟି ବାଲ୍ୟ ବିବାହ, ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକିବା ପାଇଁ ୪ଟି ଟିମ୍ ଗଠନ

ନବରଙ୍ଗପୁର: ପୁଣି ଅଟକିଲା ନାବାଳିକା ବିବାହ। ନବରଙ୍ଗପୁରରେ ଗୋଟିଏ ଦିନରେ ୭ଟି ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଛି ପ୍ରଶାସନ । ନବରଙ୍ଗପୁରର କୁସୁମଗଡା, ନନ୍ଦାହାଣ୍ଡି, ବେଲଗାଁ, ତୁରୁଞ୍ଜିଆ ଗୁଡା, ପାପଡାହାଣ୍ଡି, ଗରୁଡଗୁଡା ଏବଂ ଖୁଟୁବାଇ ଗାଁ, ରାଇଘର ଓ ଦେବା ଗାଁରେ ବାଲ୍ୟ ବିବାହ…

ଚାଇଲ୍ଡଲାଇନକୁ ଦେଖି ବିବାହ ବେଦୀ ପାଲଟିଗଲା ମିଛି ମିଛିକା ବ୍ରତ ଘର ବେଦୀ

ଆଠଗଡ଼: ଆଠଗଡ଼ ଥାନା ରାଜନଗର ଗାଁରେ ବିବାହ ବେଦୀ ପାଲଟିଲା ମିଛି ମିଛିକା ବ୍ରତ ଘର ବେଦୀ । ନାବାଳିକାକୁ ବାହାଘର କରିବା ପାଇଁ ସରିଥିଲା ସମସ୍ତ ଆୟୋଜନ। ଚାଇଲ୍ଡଲାଇନ୍‌ ପକ୍ଷରୁ ଖବର ପାଇ ଆଠଗଡ ସିଡିପିଓ ଓ ପୋଲିସ ସହାୟତାରେ ଚଢାଉ କରାଯାଇଥିଲା। ହେଲେ ସେତେବେଳକୁ ପରିବାର ଲୋକ ଚଢାଉ ଖବର ଜାଣି…

ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ନୂଆପଡ଼ାର ଶାଲିନୀ ସାହୁ ସମ୍ମାନିତ

ନୂଆପଡ଼ା(କେନ୍ୟୁଜ୍): ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି ନୂଆପଡ଼ାର ଶାଲିନୀ ସାହୁ । ସ୍ୱେଚ୍ଛାସେବୀ ସଂଗଠନ ସେଭ ଦି ଚାଇଲଡ ଓ ଅନନ୍ୟା ସଂସ୍ଥା ସହ ମିଳିତଭାବେ ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ଶାଲିନୀ । ଏନେଇ…

କଟକ ପାଇକେରାପୁର ଗାଁରେ ବାଲ୍ୟ ବିବାହ ବନ୍ଦ କରିବାକୁ ଯାଇ ହଟହଟା, ଚାଇଲ୍ଡ ଲାଇନ୍‌ ସଦସ୍ୟ ଓ ପୋଲିସକୁ ପିଟିଲେ ଲୋକେ

କଟକ(କେନ୍ୟୁଜ୍) : ବାଲ୍ୟ ବିବାହ ବନ୍ଦ କରିବାକୁ ଯାଇ ପୋଲିସ ହଟହଟା । କଟକ ଚୌଦ୍ୱାର ଥାନା ପାଇକେରାପୁର ଗାଁରେ ବାଲ୍ୟ ବିବାହ ବନ୍ଦ କରିବାକୁ ଯାଇ ତୀବ୍ର ବିରୋଧର ଶିକାର ହୋଇଛନ୍ତି ଚାଇଲ୍ଡ ଲାଇନ୍‌, ଓଲ୍‌ସା ଓ ଚୌଦ୍ୱାର ପୋଲିସ । ପାଇକରାପୁର ଗ୍ରାମ ମନ୍ଦିରରେ ନାବାଳିକାଙ୍କ ବିବାହ ହେଉଥିବା…

ବାଲ୍ୟ ବିବାହକୁ ରୋକିଲା ଝାରସୁଗୁଡ଼ା ଚାଇଲଡ୍‌ ଲାଇନ୍‌ ଓ ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ୍): ବାଲ୍ୟ ବିବାହକୁ ରୋକିଲା ଝାରସୁଗୁଡ଼ା ଚାଇଲଡ୍‌ ଲାଇନ୍‌ ଓ ପୋଲିସ। ଝାରସୁଗୁଡ଼ା ଜିଲ୍ଲା କଣ୍ଟାପାଲିଠାରେ ନାବାଳିକାର ବିବାହ ହେଉଥିବା ,ବେଳେ ଚାଇଲଡ ଲାଇନ୍‌  ଓ ସିଡବ୍ଲୁସି ପୋଲିସ ଚଢାଉ କରି ନାବାଳିକାକୁ ଉଦ୍ଧାର କରିଛି। ବରର ଘର ଝାରସୁଗୁଡ଼ା ଜିଲ୍ଲା ଜୁନାଡିହିରେ…

ବାଲ୍ୟ ବିବାହକୁ ବନ୍ଦ କଲା ଉଦଳା ଥାନା ପୋଲିସ

ମୟୂରଭଞ୍ଜ (କେନ୍ୟୁଜ୍) : ଉଦଳା ଥାନା ଅଂଚଳରେ ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ପୋଲିସ । ରାଢୋ ଗାଁରେ ନାବାଳିକା ଜଣଙ୍କୁ ତାଙ୍କ ପରିବାର ଲୋକେ ଉତ୍ତର ପ୍ରଦେଶର ଜଣେ ଯୁବକଙ୍କ ସହ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ। ପୋଲିସ ଖବର ପାଇଁ ନାବାଳିକାଙ୍କ ଘରେ ପହଞ୍ଚିଥିଲା। ଝିଅର ଜନ୍ମ ପ୍ରମାଣ…

ବାଲ୍ୟବିବାହ ଚାଲିଥିବା ବେଳେ ସିଡବ୍ଲୁସି, ଚାଇଲଡ୍‌ ଲାଇନ୍‌ ଓ ପୋଲିସର ମିଳିତ ଚଢାଉ

ଝାରସୁଗୁଡ଼ା(କେନ୍ୟୁଜ୍) : ବାଲ୍ୟବିବାହ ଚାଲିଥିବା ବେଳେ ସିଡବ୍ଲୁସି, ଚାଇଲଡ୍‌ ଲାଇନ୍‌ ଓ ପୋଲିସର ମିଳିତ ଚଢାଉ। ଝାରସୁଗୁଡ଼ା ଜିଲ୍ଲା ଝାଡେଶ୍ୱର ମନ୍ଦିରରେ ବାଲ୍ୟ ବିବାହ ଚାଲିଥିବା ବେଳେ ଚଢାଉ କରାଯାଇ ନାବାଳିକାକୁ ଉଦ୍ଧାର କରାଯାଇଛି। ପୁଅର ବୟସ ୨୧ ବର୍ଷ ହୋଇଥିବା ବେଳେ ଝିଅର ବୟସ ୧୮…