Below header

କଟକ ଜଗତପୁର ପୋଲିସ ହାତରେ ୬ କୁଖ୍ୟାତ ଅପରାଧୀ, ମୁଖ୍ୟ ଅଭିଯୁକ୍ତ ଟୁଟୁନି ଓ ୫ ସହଯୋଗୀ ଗିରଫ

କଟକ : କଟକ ଜଗତପୁର ପୋଲିସ ହାତରେ ୬ କୁଖ୍ୟାତ ଅପରାଧୀ । ମୁଖ୍ୟ ଅଭିଯୁକ୍ତ ଟୁଟୁନି ଓ ୫ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଏଥିସହ ଭୂଜାଲି, ମାଉଜର, କାର ଓ ନଗଦ ଟଙ୍କା ଜବତ ହୋଇଛି । ଏମାନେ ଜଣେ କଲ୍ୟାଣ ମଣ୍ଡପ ମାଲିକଙ୍କୁ ଦାଦାବଟି ମାଗୁଥିଲେ । ସମସ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ୨୦୧୮ରେ ଟୁଟୁନିକୁ ଏନ୍‌କାଉଣ୍ଟର କରିଥିଲା କମିଶନରେଟ ପୋଲିସ ।

knife

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.