Browsing Tag

criminal arrested

ଗୋପାଳପୁର ପୋଲିସ ପଞ୍ଝାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ, ଦୁଇ ଦେଶୀ ପିସ୍ତଲ ସହ ଛଅ ଅଫୁଟା ଗୁଳି ଜବତ 

ବ୍ରହ୍ମପୁର(କେନ୍ୟୁଜ୍): ଗୋପାଳପୁର ଥାନା ପୋଲିସ ଦ୍ୱାରା  ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁଇ ଅସମାଜିକ ଯୁବକକୁ ଗିରଫ କରିଛି  । ଗିରଫ ଦୁଇ ଯୁବକଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର ଉପକଣ୍ଠ…

ଅନୁଗୁଳ ପୋଲିସର ସଫଳତା: ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ୫ ମାସ ଲୁଚକାଳି ଖେଳିବାବିପରେ ଶେଷରେ ଧରା ପଡିଲା ବାପି

ଅନୁଗୁଳ: ପୋଲିସ ସହ ୫ ମାସ ଲୁଚକାଳି ଖେଳିବାବିପରେ ଶେଷରେ ଅନୁଗୁଳ ପୋଲିସ ହାତରେ ଧରାପଡି କୋର୍ଟ ଚାଲାଣ ହୋଇଛି ବାପି ଓରଫ ସତ୍ୟଜିତ ପ୍ରଧାନ । ଗତ ଜାନୁଆରୀ ୨୬ ତାରିଖରେ ବାପିକୁ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ପୋଲିସ ଗିରଫ କରିଥିଲା । ତା ନିକଟରୁ ୩ ଟି ବନ୍ଧୁକ ସହ ୯ଟି ଜୀବନ୍ତ ଗୁଳି ଓ…

ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା, ଛିନ୍‌ତାଇ କରୁଥିବା ଗ୍ୟାଙ୍ଗର ୨ ସଦସ୍ୟ ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା। ଛିନ୍‌ତାଇ କରୁଥିବା ଗ୍ୟାଙ୍ଗର ୨ ସଦସ୍ୟକୁ ଧରିବାରେ ସଫଳ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର। ସେମାନଙ୍କଠାରୁ ୮୬୮ ଗ୍ରାମ ସୁନା ଜବତ ହୋଇଛି। ଏହାସହ ଚୋରି ସୁନା କିଣୁଥିବା ଅଭିଯୋଗରେ ବାଲେଶ୍ୱର ବସ୍ତା ଅଂଚଳର ସୁନା ବ୍ୟବସାୟୀ…

କଟକ ଜଗତପୁର ପୋଲିସ ହାତରେ ୬ କୁଖ୍ୟାତ ଅପରାଧୀ, ମୁଖ୍ୟ ଅଭିଯୁକ୍ତ ଟୁଟୁନି ଓ ୫ ସହଯୋଗୀ ଗିରଫ

କଟକ : କଟକ ଜଗତପୁର ପୋଲିସ ହାତରେ ୬ କୁଖ୍ୟାତ ଅପରାଧୀ । ମୁଖ୍ୟ ଅଭିଯୁକ୍ତ ଟୁଟୁନି ଓ ୫ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଏଥିସହ ଭୂଜାଲି, ମାଉଜର, କାର ଓ ନଗଦ ଟଙ୍କା ଜବତ ହୋଇଛି । ଏମାନେ ଜଣେ କଲ୍ୟାଣ ମଣ୍ଡପ ମାଲିକଙ୍କୁ ଦାଦାବଟି ମାଗୁଥିଲେ । ସମସ୍ତଙ୍କ ନାଁରେ ବିଭିନ୍ନ…

ବାଲେଶ୍ୱର ପୋଲିସକୁ ବଡ଼ ସଫଳତା, ଦୀର୍ଘ ୪ ବର୍ଷ ପରେ ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ ପାପା

ବାଲେଶ୍ୱର (କେନ୍ୟୁଜ୍) : ପୋଲିସକୁ ବଡ଼ ସଫଳତା। ଗିରଫ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ ପାପା । ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗରୁ ତାକୁ ଗିରଫ କରିଛି। ଖାସୁଆ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ପାପା। ୨୦୧୬ଜୁନ୍ ୨୨ରେ ପାପା ଓ ତାର ସହଯୋଗୀ ଦୁର୍ଦ୍ଦାନ୍ତ…

ଧଉଳିରୁ ଗିରଫ ହେଲେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ, ଗୋଟିଏ ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ

ଭୁବନେଶ୍ବର (କେନ୍ୟୁଜ୍) : ଧଉଳିରୁ ଗିରଫ ହେଲେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ । ଗତକାଲି ରାତିରେ କୁଇକ୍ ଆକ୍ସନ ଟିମ ପାଟ୍ରୋଲିଂ ସମୟରେ ଏମାନଙ୍କୁ ଗିରଫ କରିଛି । ୪ଅଭିଯୁକ୍ତ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡ଼ିଛି । ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।