Below header

ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା, ଛିନ୍‌ତାଇ କରୁଥିବା ଗ୍ୟାଙ୍ଗର ୨ ସଦସ୍ୟ ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ପୋଲିସକୁ ବଡ଼ ସଫଳତା। ଛିନ୍‌ତାଇ କରୁଥିବା ଗ୍ୟାଙ୍ଗର ୨ ସଦସ୍ୟକୁ ଧରିବାରେ ସଫଳ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର। ସେମାନଙ୍କଠାରୁ ୮୬୮ ଗ୍ରାମ ସୁନା ଜବତ ହୋଇଛି। ଏହାସହ ଚୋରି ସୁନା କିଣୁଥିବା ଅଭିଯୋଗରେ ବାଲେଶ୍ୱର ବସ୍ତା ଅଂଚଳର ସୁନା ବ୍ୟବସାୟୀ ଦୀପକ ରଣାକୁ ମଧ୍ୟ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଏକାଧିକ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.