ଧଉଳିରୁ ଗିରଫ ହେଲେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ, ଗୋଟିଏ ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ

ଭୁବନେଶ୍ବର (କେନ୍ୟୁଜ୍) : ଧଉଳିରୁ ଗିରଫ ହେଲେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ । ଗତକାଲି ରାତିରେ କୁଇକ୍ ଆକ୍ସନ ଟିମ ପାଟ୍ରୋଲିଂ ସମୟରେ ଏମାନଙ୍କୁ ଗିରଫ କରିଛି । ୪ଅଭିଯୁକ୍ତ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡ଼ିଛି । ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।