ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର କାର୍ଯ୍ୟରତ ଦକ୍ଷ ପୋଲିସ ଅଧିକାରୀଙ୍କୁ ସମ୍ବୋର୍ଦ୍ଧିତି

ଅନୁଗୁଳ: ଦକ୍ଷ ପୋଲିସ ଅଧିକାରୀଙ୍କୁ ସମ୍ବୋର୍ଦ୍ଧିତ । ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ସମ୍ବୋର୍ଦ୍ଧିତି କରାଯାଇଛି । ନାଲକୋ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାବେ ଯୋଗଦେଇ ଡିଆଇଜି ନରସିଂହ ଭୋଳ ଅଧିକାରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅପରାଧିକ ମାମଲାରେ ତ୍ୱରିତ ପଦକ୍ଷେପ ସହ ନିଜର କାର୍ଯ୍ୟଦକ୍ଷତା କ୍ରମରେ ଅଭିଯୁକ୍ତକୁ ଦଣ୍ଡାଦେଶ ଦେବାରେ ପ୍ରମୁଖ ଭୂମିକା ନେଇଥିବାରୁ ସମ୍ମାନିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.