Below header

ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଉତ୍ତେଜନା

ଭୁବନେଶ୍ବର (କେନ୍ୟୁଜ୍) : ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ କିଟ୍ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗତ ଶୁକ୍ରବାର ସନ୍ଧ୍ୟାବେଳେ ବଚସା ହୋଇଥିଲା । ଘଟଣାର ଆପୋଷ ସମାଧାନ ହୋଇଯାଇଥିଲେ ମଧ୍ୟ ଗତକାଲି ପୁଣି ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ଓ ଉତ୍ତେଜନା ଲାଗି ରହିଥିଲା । ଦୁଇଟିଯାକ ହଷ୍ଟେଲ ପାଖାପାଖି ଥିବାରୁ ପରିସ୍ଥିତିକୁ ଶାନ୍ତ ରଖିବାକୁ ଯାଇ ଉଭୟ ହଷ୍ଟେଲ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି । ତେବେ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇ ନଥିବା କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.