Below header

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଟ୍ରାକ୍ଟର ମିକ୍ସଚର ମେସିନ

ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ପୋଲ ନିର୍ମାଣ ପାଇଁ ନିୟୋଜିତ ଟ୍ରାକ୍ଟର ମିକ୍ସଚର ମେସିନ ଜାଳିଦେଲେ ମାଓବାଦୀ ।

ମାଲକାନଗିରି (କେନ୍ୟୁଜ): ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ପୋଲ ନିର୍ମାଣ ପାଇଁ ନିୟୋଜିତ ଟ୍ରାକ୍ଟର ମିକ୍ସଚର ମେସିନ ଜାଳିଦେଲେ ମାଓବାଦୀ । ଛତିଶଗଡର ନାରାୟଣପୁର ଜିଲ୍ଲାର ଅଭୁଝାମାଡ ଜଙ୍ଗଲରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ୫୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଏଭଳି ପୋଡାଜଳା କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.