Below header

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର, ଛାତିରେ ଯନ୍ତ୍ରଣା ଅନୁଭବ ପରେ ମେଡିକାଲରେ ଭର୍ତ୍ତି

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର । କାମାକ୍ଷାନଗର କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗଣିପତି ମହାନ୍ତ ଗୁରତର ।

କାମାକ୍ଷାନଗର (କେନ୍ୟୁଜ): ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର । କାମାକ୍ଷାନଗର କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗଣିପତି ମହାନ୍ତ ଗୁରତର । ସକାଳେ ସ୍କୁଲରେ ପ୍ରାର୍ଥନା ଚାଲୁଥିବା ବେଳେ ଶିକ୍ଷୟିତ୍ରୀ ଛାତ୍ରଙ୍କ ଛାତିକୁ ମାରିଥିବା ଅଭିଯୋଗ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଛାତ୍ରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.