ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷାଧିକାରୀଙ୍କ ଅଫିସରେ ତାଲା ପକାଇଲେ ମହିଳା
ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନ୍ୟାୟ ପାଇଁ ବିଇଓ ଅଫିସରେ ତାଲା ପକାଇଲେ ମହିଳା ।
ମହାକାଳପଡା (କେନ୍ୟୁଜ): ମହାକାଳପଡା ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସରେ ତାଲା ପକାଇଲେ ମହିଳା। ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନ୍ୟାୟ ପାଇଁ ବିଇଓ ଅଫିସରେ ତାଲା ପକାଇଲେ ମହିଳା ।