Below header

କୋଭିଡ୍‌ ଯୋଦ୍ଧାମାନଙ୍କର ନିଷ୍ଠା ଓ ତ୍ୟାଗର ତୁଳନା ନାହିଁ : ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କରୋନା କାଳରେ ସମସ୍ତେ ସଚେତନ ରହି ଲୋକଙକ ଜୀବନ ପ୍ରତି ପ୍ରଥମିକତା ଦେବାକୁ ଗୁରୁମନ୍ତ୍ର ଦେଲେ ନବୀନ। ବିଧାୟକମାନଙ୍କର ଏକ ସଚେତନତା କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍‌ ମହାମାରୀ ମୁକାବିଲାରେ ଅଭାବ ରହିବ ନାହିଁ ସମ୍ବଳ । ଲୋକଙ୍କ ଜୀବନ ରକ୍ଷା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ।  କୋଭିଡ୍‌ ଯୋଦ୍ଧାମାନଙ୍କର ନିଷ୍ଠା ଓ ତ୍ୟାଗର ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଓଡ଼ିଶା ଦୃଢ଼ତାର ସହ ଆହ୍ଵାନକୁ ମୁକାବିଲା କରୁଛି । ଏହି ସଚେତନତା କର୍ମଶାଳାରେ ଯୋଗ ଦେଇଥିଲେ ସବୁ ବିଧାୟକ ଓ କିଛି ସାଂସଦ । ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା ବି ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.