Browsing Tag

naveen pattnaik

ବିଜେପି ନା’ କଂଗ୍ରେସ ? ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି। କାହାକୁ କିଏ ପ୍ରାର୍ଥୀ କରିବେ ତାହାକୁ ନେଇ ଚାଲିଛି…

ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓସିଏ ପକ୍ଷରୁ କରାଯାଇଛି ନିମନ୍ତ୍ରଣ

କଟକ(କେନ୍ୟୁଜ୍‌): ବାରବାଟୀ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଯେପରି ଖେଳର ମଜା ଉଠାଇ ପାରିବେ ସେ ନେଇ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି। ତେବେ ନବୀନଙ୍କ ବାରବାଟୀ ଗସ୍ତ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନଥିବା କହିଛନ୍ତି…

ଆସନ୍ତାକାଲି ୭୬ ବର୍ଷରେ ପଦାର୍ପଣ କରିବେ ନବୀନ, ଏଥର ବି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ସଂକ୍ରମଣ ବିପଦ ଟଳି ନାହିଁ।  କୋଭିଡ୍‌କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜନ୍ମ ଦିନ ପାଳିବେନି । ଓଡ଼ିଶାବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣୀ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଯୋଗୁଁ ଗତ…

 ବିଶ୍ୱ ନର୍ସିଂ ଦିବସରେ ନର୍ସମାନଙ୍କ ସହ ଫୋନ ଯେଗେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ବିଶ୍ୱ ନର୍ସିଂ ଦିବସ ଅବସରରେ ନର୍ସମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସଙ୍କ ସହ ଫୋନ ଯେଗେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ବ୍ୟକ୍ତିଗତ ସୁଖଦୁଃଖକୁ ପଛରେ ପକାଇ ସେମାନେ ଯେପରି…

କୋଭିଡ୍‌ ଯୋଦ୍ଧାମାନଙ୍କର ନିଷ୍ଠା ଓ ତ୍ୟାଗର ତୁଳନା ନାହିଁ : ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): କରୋନା କାଳରେ ସମସ୍ତେ ସଚେତନ ରହି ଲୋକଙକ ଜୀବନ ପ୍ରତି ପ୍ରଥମିକତା ଦେବାକୁ ଗୁରୁମନ୍ତ୍ର ଦେଲେ ନବୀନ। ବିଧାୟକମାନଙ୍କର ଏକ ସଚେତନତା କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍‌ ମହାମାରୀ ମୁକାବିଲାରେ ଅଭାବ ରହିବ ନାହିଁ ସମ୍ବଳ । ଲୋକଙ୍କ ଜୀବନ ରକ୍ଷା…

ବିଜେଡି ବିଧାୟକଙ୍କୁ ନବୀନଙ୍କ ଆଠସୂତ୍ରୀ ମନ୍ତ୍ର, କହିଲେ କୋଭିଡ୍‌ ଯୁଦ୍ଧରେ ବିଧାୟକମାନଙ୍କ ବଡ଼ ଭୂମିକା ରହିଛି

କେନ୍ୟୁଜ୍(ବ୍ୟୁରୋ):  ବିଜେଡି ବିଧାୟକଙ୍କୁ ନବୀନଙ୍କ ଆଠସୂତ୍ରୀ ମନ୍ତ୍ର। ବିଜେଡିର ପ୍ରଥମ ଭର୍ଚୁଆଲ ବୈଠକରେ ନବୀନ କହିଛନ୍ତି  କୋଭିଡ୍‌ ଯୁଦ୍ଧରେ ବିଧାୟକମାନଙ୍କ ବଡ଼ ଭୂମିକା ରହିଛି। ମହାମାରୀ ସମୟରେ ସେବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି। ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ଏହା…

ସାମ୍ବାଦିକଙ୍କ ପାଇଁ ନବୀନ ସରକାରଙ୍କ ବଡ଼ ଘୋଷଣା, କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା

ସାରା ଦେଶ ଏବେ କରୋନା ସହ ଲଢ଼ୁଥିବା ବେଳେ ଲୋକଙ୍କ ନିକଟରେ ପ୍ରତି ମୁହୂର୍ତ୍ତର ଖବର ପହଞ୍ଚାଉଛନ୍ତି ସାମ୍ବାଦିକ। ନିଜ ଜୀବନକୁ ବିପଦରେ ପକାଇ ସେମାନେ ଦିନରାତି ବାହାରେ ଖଟୁଛନ୍ତି। ସାମ୍ବାଦିକଙ୍କ ଏହି ନିଷ୍ଠାକୁ ଦେଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି।…

ବିଧାନସଭା ଅଧିବେଶନ ପୂର୍ବରୁ ବସିଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭା ଅଧିବେଶନ ପୂର୍ବରୁ ବସିଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ସକାଳ ୯ଟା ୪୫ରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଛି । ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ସାଧାରଣ ପ୍ରଶାସନ…

ଅର୍ନ୍ତଜାତୀୟ ଉଡାଣ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

କେନ୍ୟୁଜ୍(ବ୍ୟୁରୋ):ଅର୍ନ୍ତଜାତୀୟ ଉଡାଣ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ । ମଧ୍ୟପ୍ରାଚୀୟ ଦେଶ ଆମେରିକା, ୟୁରୋପରେ ବହୁ ଓଡ଼ିଆ କାମ କରୁଛନ୍ତି । ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ଟପ୍‌-୩ରେ ରହିଛି ।…

ନାଗରିକତା ଆଇନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍‌, ଶାନ୍ତି ବଜାୟ ରଖିବାକୁ କଲେ ଅନୁରୋଧ

ଭୁବନେଶ୍ବର (କେନ୍ୟୁଜ୍) : ନାଗରିକତା ଆଇନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍‌। ଏନେଇ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ। ନାଗରିକତା ଆଇନ ବିଦେଶୀମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବା କୌଣସି ସଂପର୍କ…

ବିଷ୍ଣୁଙ୍କ ମୁହଁରେ ନବୀନ ମନ୍ତ୍ର, ଏମଏଲଏଙ୍କୁ ଘର ନମିଳିଥିବାରୁ ଗୀତ ମାଧ୍ୟମରେ କଲେ ଗୁହାରୀ

ଭୁବନେଶ୍ବର(କେନ୍ୟୁଜ୍):  ଗୀତ ବୋଲିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ । ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳୁନଥିବାରୁ ସେମାନେ ହଇରାଣ ହେଉଥିବାରୁ ଗୀତ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି।  ପ୍ରଧାନମନ୍ତ୍ରୀ ଆବ୍ଦାସ ଯୋଜନା ଉପରେ ଆଲୋଚନା କରାଯାଉଛ । ହେଲେ…

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୬ ଅଧିକାରୀ ବରଖାସ୍ତ ସହ ୪ ଜଣଙ୍କ ପେନ୍‌ସନ୍‌ ବନ୍ଦ

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ । ZERO TOLERANCE ନୀତିକୁ ଆହୁରି କଡାକଡି କରିଛନ୍ତି ନବୀନ । ରାଜ୍ୟ ସରକାର ଆଜି ୬ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି । ସେହିପରି ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଛି । ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ…