Below header
Browsing Tag

naveen pattnaik

୩୦ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାକୁ ମନା କରିଛି କେନ୍ଦ୍ର : ନବୀନ ପଟ୍ଟନାୟକ

ରାୟଗଡା (କେନ୍ୟୁଜ୍) : ଗୁଣୁପୁର ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ଗରିବଙ୍କ ପାଇଁ ଆହାର ଯୋଜନା କରାଯାଇଛି । ଏହି ଯୋଜନା ପାଇଁ ସହାୟତା ଦେବାକୁ କେନ୍ଦ୍ର ମନା କରିଛି । ୩୦ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାକୁ ମଧ୍ୟ ମନା କରିଛି…

ନବୀନଙ୍କ ମିଶନ ଯାଜପୁର, ଗଡ଼ ବଞ୍ଚାଇବାକୁ ଜିଲ୍ଲାରେ ମାରାଥନ କାର୍ଯ୍ୟକ୍ରମ

ଯାଜପୁର : ଗଞ୍ଜାମ ପରେ ବିଜେଡିର ଦ୍ୱିତୀୟ ଗଡ଼ ଯାଜପୁର। ଜିଲ୍ଲାର ସମସ୍ତ ୭ଟି ଯାକ ବିଧାନସଭା କ୍ଷେତ୍ର ରହିଛି ବିଜେଡି ହାତରେ। ଏବେ ୧୯କୁ ଫୋକସ କରୁଛି ଦଳ। ଆଜି ଯାଜପୁର ଜିଲ୍ଲାକୁ ପ୍ରାୟ ୬୨୨ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦଶରଥପୁର, ଧର୍ମଶାଳା ଓ…