Below header

ବିଷ୍ଣୁଙ୍କ ମୁହଁରେ ନବୀନ ମନ୍ତ୍ର, ଏମଏଲଏଙ୍କୁ ଘର ନମିଳିଥିବାରୁ ଗୀତ ମାଧ୍ୟମରେ କଲେ ଗୁହାରୀ

ଭୁବନେଶ୍ବର(କେନ୍ୟୁଜ୍):  ଗୀତ ବୋଲିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ । ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳୁନଥିବାରୁ ସେମାନେ ହଇରାଣ ହେଉଥିବାରୁ ଗୀତ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି।  ପ୍ରଧାନମନ୍ତ୍ରୀ ଆବ୍ଦାସ ଯୋଜନା ଉପରେ ଆଲୋଚନା କରାଯାଉଛ । ହେଲେ ଏଯାଏ ସବୁ ବିଧାୟକଙ୍କୁ ସରକାରୀ ବାସଭବନ ମିଳିପାରିନଥିବା ବିଧାୟକ ବିଷ୍ଣୁ କହିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ବିଷ୍ଣୁଙ୍କ ଗୀତ ଶୁଣିବା ପାଇଁ କିଛି  ସମୟ ନୀରବ ରହିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.